Sahitya Jyoti is a useful book for first-year students. It helps students learn about literature in an easy way. The book includes different topics related to language and writing.
It covers poetry, essays, stories, and grammar. The content is simple and well-organized. Students can improve their reading and writing skills.
This book is helpful for exams and assignments. It explains topics in a clear and simple manner.Many students look for the PDF version of this book. A digital copy is easy to carry and read anywhere.
With the PDF, students can access the book on mobile phones, tablets, or laptops. It saves time and money. If you are a first-year student, this book can help you a lot.
Download the Sahitya Jyoti Book PDF for 1st Year and start learning today. It is a great resource for beginners in literature.
ଭୂମିକା-
ଓଡ଼ିଶା ଉଚ୍ଚମାଧ୍ଯମିକ ଶିକ୍ଷା ପରିଷଦ ଦ୍ଵାରା ଅନୁମୋଦିତ ଆଧୁନିକ ଭାରତୀୟ ଭାଷା ( ଓଡ଼ିଆ ) ପୁସ୍ତକର ସଂକଳନ “ସାହିତ୍ଯ ଜ୍ୟୋତି” (ପ୍ରଥମ ଭାଗ) ପ୍ରକାଶିତ ହେଉଛି ।
ପରିଷଦର ପାଠ୍ୟକ୍ରମକୁ କେନ୍ଦ୍ରୀୟ ଶିକ୍ଷା ପରିଷଦ (CBSE)ଙ୍କ ପାଠ୍ୟ ଖସଡ଼ା ସହ ସମତୁଲ କରିବା ପାଇଁ ଏବର୍ଷ ପ୍ରଥମ ଥର ପାଇଁ ଉଦ୍ୟମ କରାଯାଇଛି | ପାଠ୍ୟ ସମିତିର ପରାମର୍ଶ ଅନୁଯାୟୀ ପାଠ୍ୟ ପ୍ରସଙ୍ଗଗୁଡ଼ିକ ସଂକଳିତ ହୋଇଛି ।
ପ୍ରତି ପ୍ରସଙ୍ଗର ଆବଶ୍ୟକ ପ୍ରଶ୍ନାବଳୀ ପ୍ରଦତ୍ତ ହୋଇଛି । ଆଧୁନିକ ଭାରତୀୟ ଭାଷା ବିଷୟରେ ଛାତ୍ରଛାତ୍ରୀମାନେ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରିବା ପାଠ୍ୟ ସମିତିର ଉଦ୍ଦେଶ୍ୟ ହୋଇଥିବାରୁ, ସଂକଳକଗଣ ସେହି ଅନୁଯାୟୀ ପ୍ରଶ୍ନଗୁଡ଼ିକ ପ୍ରସ୍ତୁତ କରିଛନ୍ତି । ମୋଟ ପାଠ୍ୟକୁ ପାଞ୍ଚଗୋଟି ଏକକରେ ବିଭକ୍ତ କରାଯାଇଛି ।
No comments:
Post a Comment